Skip to main content
Source
Odisha Fast
https://www.odishafast.co/adr-report-naveen-does-not-have-any-criminal-case-against-him/
Author
ଓଡିଶା ଫାଷ୍ଟ ବ୍ୟୁରୋ
Date

ନବୀନ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କ ନାଁରେ ନାହିଁ କୌଣସି ଅପରାଧିକ ମାମଲା । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ସାରା ଦେଶରେ ନବୀନ ସ୍ବଚ୍ଛ ଓ ନିର୍ମଳ ଶାସନ ପାଇଁ ପରିଚିତ ।

ଶୂନ୍ୟ ସହନଶୀଳତାକୁ ସବୁଠି ଗୁରୁତ୍ୱ ଦିଅନ୍ତି । ନିଜ ଦଳ ନେତାଙ୍କୁ ମଧ୍ୟ ଛାଡନ୍ତି ନାହିଁ ।

ରାଜନେତା ଭାବେ ଅନ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରେରଣାଦାୟକ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।


abc